You can access the distribution details by navigating to My pre-printed books > Distribution

(1 Review)

ସ୍ଵର୍ଣ୍ଣାଭ ସାଧନା (eBook)

Type: e-book
Genre: Biographies & Memoirs
Language: Oriya
Price: ₹675
(Immediate Access on Full Payment)
Available Formats: PDF

Description

"ସ୍ଵର୍ଣ୍ଣାଭ ସାଧନା" ଏକ ସାଧାରଣ ପୁରୁଷ ବା ମହିଳାଙ୍କର ଜୀବନ କାହାଣୀ ନୁହେଁ। ଏହା ଏକ ଜୀବନୀ ଏପରି ଏକ ବ୍ୟକ୍ତିତ୍ବର, ଯାହାକୁ ଆମ ତଥାକଥିତ ଶିକ୍ଷିତ ସମାଜରେ "କିନ୍ନର" ବା "ତୃତୀୟ ଲିଙ୍ଗୀ"ର ଆଖ୍ୟା ଦିଆଯାଇ ଅବହେଳା ଓ ଦୁର୍ବବ୍ୟବହାର ର ଶରବ୍ୟ କରାଯାଇଥାଏ। ରକ୍ଷଣଶୀଳ ସମାଜର ରକ୍ଷଣଶୀଳ ନୀତି ନିୟମ ସହ ସଂଘର୍ଷରେ ବିଜୟିନୀ ଭାବରେ ନିଜର ଅସାଧାରଣ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିବା "ସାଧନା ମିଶ୍ର" ସମଗ୍ର ଭାରତୀୟ ସମାଜ ପାଇଁ ଏକ ଉଦାହରଣ। ସାଧନାଙ୍କର ଜୀବନ କେବଳ କିନ୍ନର ସଂପ୍ରଦାୟ ପାଇଁ ନୁହେଁ, ବରଂ ପ୍ରତ୍ୟେକ ଶୋଷିତ ଅବହେଳିତ ଓ ନିଷ୍ପେସିତ ମଣିଷ ପାଇଁ ପ୍ରେରଣାର ଉତ୍ସ।
"ସ୍ଵର୍ଣ୍ଣାଭ ସାଧନା" ଡକ୍ଟର ମଧୁମିତା ମୂଳିଆଙ୍କର କଲମ ମାଧ୍ୟମରେ ସାଧନା ମିଶ୍ରଙ୍କ ଜୀବନୀକୁ ପାଠକ ମାନଙ୍କ ନିକଟରେ ଉପସ୍ଥାପନ କରିବାର ଏକ ସାମାନ୍ୟତମ ପ୍ରୟାସ ଅଟେ।

About the Author

ଡ଼ା. ମଧୁମିତା ମୂଳିଆ ଏକା ଧାରରେ ଜଣେ କବିୟତ୍ରୀ, ଔପନ୍ୟାସିକା ଓ କ୍ଷୁଦ୍ରଗଳ୍ପ ଲେଖିବା ଭାବରେ ସୁପରିଚିତ। ସାମ୍ବାଦିକତା କ୍ଷେତ୍ରରେ ଅନେକ ଅଭିଜ୍ଞତା ହାସଲ କରିଥିବା ଡ଼ା. ମୂଳିଆଙ୍କର ସମାଜ ଓ ରାଜନୀତି ସମ୍ବନ୍ଧୀୟ ଅନେକ ଲେଖା ପ୍ରକାଶିତ ହୋଇସାରିଛି । ଡ଼ା. ମୂଳିଆଙ୍କ ଦ୍ବାରା ରଚିତ କାହାଣୀ, ଉପନ୍ୟାସ, କବିତା, ନିବନ୍ଧ ଓ ସମସ୍ତ ଲେଖା ପାଠକ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହୋଇ ଆସୁଅଛି।

Book Details

Number of Pages: 138
Availability: Available for Download (e-book)

Ratings & Reviews

ସ୍ଵର୍ଣ୍ଣାଭ ସାଧନା

ସ୍ଵର୍ଣ୍ଣାଭ ସାଧନା

(5.00 out of 5)

Review This Book

Write your thoughts about this book.

1 Customer Review

Showing 1 out of 1
Prabhat Sahoo 1 year, 2 months ago

A true inspiration

A very inspiring book for all....we all read story about love romance inspiration but this is the true story based on a third gender life and pain and with having the pain achieveing their goals

Other Books in Biographies & Memoirs

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.