You can access the distribution details by navigating to My pre-printed books > Distribution
ଜୀବନ ପରିଚାଳନା କେତେକ କବିତାର ସମାହାର ଅଟେ । ପ୍ରତିଟି କବିତା ବଞ୍ଚିବାର କଳା ବିଷୟରେ କବିଙ୍କର ନିଜର ସତୁରୀ ବର୍ଷ ଜୀବନର ଅଭିଜ୍ଞତାର ରଚନାତ୍ମକ ପରିବେଷଣ ଅଟେ। ବର୍ତ୍ତମାନ ର କବିତାଟି ପ୍ରଥମ ଭାଗ ନାମରେ ପ୍ରକାଶିତ ହୋଇଛି। ଏଥିରେ ମୁଖ୍ଯ ତଃ କେଉଁ ପ୍ରକାର ଆଚାର, ବ୍ଯବହାର, ଚାଲି ଚଳନ,ଗୁଣ ଧାରଣ ସାହାଯ୍ଯରେ ଆମେ ଏକ ଉତ୍କୃଷ୍ଟ ଜୀବନ ବଞ୍ଚିପାରିବା ତାହା ପରିବେଷଣ ହୋଇଛି। ମାନବିକତାର ମୂଲ୍ଯବୋଧ ର ସମୁଥ୍ଥାନ କୁ ମୁଖ୍ଯ ବିଷୟ ବସ୍ତୁ ରୂପେ ଦର୍ଶାଯାଇଛି।
Currently there are no reviews available for this book.
Be the first one to write a review for the book ଜୀବନ ପରିଚାଳନା.