You can access the distribution details by navigating to My pre-printed books > Distribution

(1 Review)

Ganjama Ra Pancha Shakti Peetha (ଗଞ୍ଜାମର ପଞ୍ଚଶକ୍ତି ପୀଠ) (eBook)

Type: e-book
Genre: Religion & Spirituality, Education & Language
Language: Oriya
Price: ₹5
(Immediate Access on Full Payment)
Available Formats: PDF

Description

Ganjamara Panchashakti Peetha is an Odia language book. The world is full of cosmic power. My interest in learning the mystery and logic behind Indian Shakti Peethas leads me to write this book.

About the Author

ସାମ୍ପ୍ରତିକ କାଳର ଯଶସ୍ୱୀ ପ୍ରାବନ୍ଧିକ, ଗବେଷକ ଓ କବି ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡକ୍ଟର ହରିକୃଷ୍ଣ ନାୟକଙ୍କ ଜନ୍ମ ୧୯୫୭ ମସିହା ଅଗଷ୍ଟ ୧୨ ତାରିଖରେ ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ପଂଚାୟତ ସମିତି ଅନ୍ତର୍ଗତ ଦାନଆମ୍ବଠା ଗ୍ରାମରେ I ତାଙ୍କ ପିତା ରଘୁନାଥ ନାୟକ ଓ ମାତା ସାବିତ୍ରୀ ଦେବୀ I ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ସେ ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡାରେ ଆରମ୍ଭ କରନ୍ତି ଅଧ୍ୟାପନା ଜୀବନ I ପରବର୍ତ୍ତୀ ସମୟରେ "ସାରଳା ମହାଭାରତରେ ସାମାଜିକ ଆଦର୍ଶ" ଉପରେ ଗବେଷଣା କରି ୧୯୯୦ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ କୃତିତ୍ୱର ସହ ପିଏଚ.ଡ଼ି. ଉପାଧି ଲାଭ କରିଛନ୍ତି I ସେ ଜଣେ ନିଷ୍ଠାପର ସାରସ୍ୱତ ସାଧକ I ଅଧ୍ୟାପନା ସହ ଆରମ୍ଭ କରନ୍ତି ସାରସ୍ୱତ ସାଧନା I ଏଯାବତ ତାଙ୍କର ଆଠଟି ପୁସ୍ତକ ପ୍ରକାଶିତ ଏବଂ ତାଙ୍କର ବହୁ ପ୍ରବନ୍ଧ ଓ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକୀୟ aadruti ଲାଭ କରିଛି I ସାରସ୍ୱତ ସାଧନାର ସ୍ୱୀକୃତି ସ୍ୱରୂପ ସେ ରାଜ୍ୟର ବହୁ ସମ୍ଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ଉପେନ୍ଦ୍ରଭଞ୍ଜ ଫାଉଣ୍ଡେସନ, ସ୍ୱସ୍ତିସୁଧା ସାହିତ୍ୟ ସଂସଦ, ପଞ୍ଚତାଲୁକା ବାଣାୟତ ଓଡ଼ିଆ ସମାଜ, ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ସାଂସ୍କୃତିକ ମହାସଭା, କବିସୂର୍ଯ୍ୟ ବଳଦେବ ସ୍ମୃତି ସଂସଦ ଆଦି ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ମାନିତ I ତାଙ୍କୁ ଖେମୁଣ୍ଡି ଗୌରବ, ଗଂଜାମ ଆଲୋକ, କୁଳବଶିଷ୍ଠ, କବିସୂର୍ଯ୍ୟ ବଳଦେବ ସ୍ମୃତି ସମ୍ମାନ ଓ ଗୁରୁଗୌରବ ଆଦି ଉପାଧିରେ ଭୂଷିତ କରାଯାଇଛି I ସେ ଥିଲେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ କେନ୍ଦ୍ରୀୟ ପରିଷଦର କୁଳାଧିପତି I ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡା, ଗଞ୍ଜାମର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସେ ୨୦୧୭ ମସିହା ଅଗଷ୍ଟ ମାସରେ ସେବାନିବୃତ୍ତ ହୋଇ ସମ୍ପ୍ରତି ସମାଜସେବା, ସାରସ୍ୱତ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନୋନିବେଶ କରିଛନ୍ତି I

Book Details

Publisher: Sanjukta Social Welfare Organization
Number of Pages: 105
Availability: Available for Download (e-book)

Ratings & Reviews

Ganjama Ra Pancha Shakti Peetha (ଗଞ୍ଜାମର ପଞ୍ଚଶକ୍ତି ପୀଠ)

Ganjama Ra Pancha Shakti Peetha (ଗଞ୍ଜାମର ପଞ୍ଚଶକ୍ତି ପୀଠ)

(5.00 out of 5)

Review This Book

Write your thoughts about this book.

1 Customer Review

Showing 1 out of 1
Devnaditya 3 years, 5 months ago

Good Book

This is really good book. If someone wants to know the story of Shakti Peetha's of Ganjam such as:
1. Karanjei Devi
2. Shyamalai Devi
3. Khambeshwari Devi
4. Bankeshwari Devi
5. Narayani Devi

Read and enjoy.

Other Books in Religion & Spirituality, Education & Language

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.