You can access the distribution details by navigating to My pre-printed books > Distribution
ଜୀବନ ପରିଚାଳନା ପରି ଏକ ଅଭିନବ ଓ ଉପଯୋଗୀ ବିଦ୍ଯା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ପ୍ରାସଙ୍ଗିକ ହୋଇ ଯାଇଛି। ତେଣୁ ଦୁଇଟି ଭାଗ ପରେ ତୃତୀୟ ଭାଗକୁ ଇ.ପୁସ୍ତକ ଭାବରେ ପ୍ରକାଶ କରିବାରେ ମୁ ଆନନ୍ଦିତ। ଏଥିରେ ସମୟ, ସମସ୍ୟା, ଶୋଧନ, ତିତିକ୍ଷାର ଦୀକ୍ଷା ଓ ଅତିରୁ ଈତି ପରୀ ପାଞ୍ଚଟି ବିଷୟ କୁ ପଦ୍ଯ ମାଧ୍ୟମରେ ଉପସ୍ଥାପନ କରାଯାଇଛି।ପାଠକେ ଆନନ୍ଦ ରେ ପଢି ଉପଯୋଗ କରି ପାରିବା ପରି ଉପସ୍ଥାପନ କରିବାର ଯତ୍ପରୋନାସ୍ତି ଚେଷ୍ଟା କରାଯାଇଛି। ଏହାର ପ୍ରଚାର ଓ ପ୍ରସାର ମାନବ ସମାଜର ଅଭୂତପୂର୍ବ କଲ୍ୟାଣକାରୀ ହେବ ବୋଲି ଆଶା ଏବଂ ବିଶ୍ବାସ।
Currently there are no reviews available for this book.
Be the first one to write a review for the book ଜୀବନ ପରିଚାଳନା ତୃତୀୟ ଭାଗ.