You can access the distribution details by navigating to My pre-printed books > Distribution
ଓଡ଼ିଆ ସାହିତ୍ୟକୁ ୠଦ୍ଧିମନ୍ତ କରିବାକୁ ଶତତ ଚେଷ୍ଟିତ କଳ୍ପନା ରାୟଙ୍କ ଜନ୍ମ, ପିତା ଶ୍ରୀବତ୍ସ ଲାଞ୍ଚ୍ଛନ ରାୟ ଓ ମାତା ଶାନ୍ତିଲତା ରାୟଙ୍କ ଗର୍ଭରୁ ହୁଏ ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାର ବରପଦା ଗ୍ରାମରେ I ଛୋଟବେଳୁ ସାହିତ୍ୟ ପ୍ରୀତି ଜାଗ୍ରତ ହୋଇଥିଲା ପିତାମହୀ କିଶୋରୀ ଦେବୀଙ୍କ କାହାଣୀମୁଣିରୁ I ଗାଁର ଲୋକେ, ପିତାମହୀ ଓ ପିତା ଶ୍ରୀବତ୍ସଙ୍କ ଲୋକବାଣୀ ଓ କଥା କଥାରେ ରୂଢି ପ୍ରୟୋଗ ହୁଏତ ସାହିତ୍ୟ ପ୍ରତି ତାଙ୍କୁ ଆକୃଷ୍ଠ କରିଥିଲା I ସତ୍ୟନିଷ୍ଠ ପିତା ଓ ମାତାଙ୍କ ଚରିତ୍ର ଉଦବୁଦ୍ଧ କରିଥିଲା ତାଙ୍କୁ ସମାଜର ଚିତ୍ର ଦର୍ଶନରେ I ପେଶାରେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ସେ I କାଳକ୍ରମେ ସାହିତ୍ୟର ବିଭିନ୍ନ ଦିଗ ଯଥା କବିତା, ଗଳ୍ପ, ପ୍ରବନ୍ଧ ରଚନରେ ନିଜକୁ ଉତ୍ସର୍ଗ କରି ଦେଶ ବିଦେଶରେ ସାହିତ୍ୟ ପ୍ରେମୀଙ୍କ ହୃଦୟରେ ସିଦ୍ଧ ସାଧକ ଭାବେ ଉଦ୍ଭାସିତ ହେଲେ I ତାଙ୍କର ଲେଖା ଉଚ୍ଚକୋଟୀର ଓ ମନଛୁଆଁ I ସମାଜର ନିଚ୍ଛକ ସତ୍ୟକୁ ତାଙ୍କ ଲେଖା ମାଧ୍ୟମରେ ସେ ଚିତ୍ରିତ କରନ୍ତି ଓଡ଼ିଆ ସାହିତ୍ୟକୁ ୠଦ୍ଧିମନ୍ତ କରିବାକୁ ଶତତ ଚେଷ୍ଟିତ କଳ୍ପନା ରାୟଙ୍କ ଜନ୍ମ, ପିତା ଶ୍ରୀବତ୍ସ ଲାଞ୍ଚ୍ଛନ ରାୟ ଓ ମାତା ଶାନ୍ତିଲତା ରାୟଙ୍କ ଗର୍ଭରୁ ହୁଏ ବିରଜା କ୍ଷେତ୍ର ଯାଜପୁର ଜିଲ୍ଲାର ବରପଦା ଗ୍ରାମରେ I ଛୋଟବେଳୁ ସାହିତ୍ୟ ପ୍ରୀତି ଜାଗ୍ରତ ହୋଇଥିଲା ପିତାମହୀ କିଶୋରୀ ଦେବୀଙ୍କ କାହାଣୀମୁଣିରୁ I ଗାଁର ଲୋକେ, ପିତାମହୀ ଓ ପିତା ଶ୍ରୀବତ୍ସଙ୍କ ଲୋକବାଣୀ ଓ କଥା କଥାରେ ରୂଢି ପ୍ରୟୋଗ ହୁଏତ ସାହିତ୍ୟ ପ୍ରତି ତାଙ୍କୁ ଆକୃଷ୍ଠ କରିଥିଲା I ସତ୍ୟନିଷ୍ଠ ପିତା ଓ ମାତାଙ୍କ ଚରିତ୍ର ଉଦବୁଦ୍ଧ କରିଥିଲା ତାଙ୍କୁ ସମାଜର ଚିତ୍ର ଦର୍ଶନରେ I ପେଶାରେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ ସେ I କାଳକ୍ରମେ ସାହିତ୍ୟର ବିଭିନ୍ନ ଦିଗ ଯଥା କବିତା, ଗଳ୍ପ, ପ୍ରବନ୍ଧ ରଚନରେ ନିଜକୁ ଉତ୍ସର୍ଗ କରି ଦେଶ ବିଦେଶରେ ସାହିତ୍ୟ ପ୍ରେମୀଙ୍କ ହୃଦୟରେ ସିଦ୍ଧ ସାଧକ ଭାବେ ଉଦ୍ଭାସିତ ହେଲେ I ତାଙ୍କର ଲେଖା ଉଚ୍ଚକୋଟୀର ଓ ମନଛୁଆଁ I ସମାଜର ନିଚ୍ଛକ ସତ୍ୟକୁ ତାଙ୍କ ଲେଖା ମାଧ୍ୟମରେ ସେ ଚିତ୍ରିତ କରନ୍ତି I
Currently there are no reviews available for this book.
Be the first one to write a review for the book KALPANA RA SWAPNA.