You can access the distribution details by navigating to My pre-printed books > Distribution
କବି ମାନସରୁ ନିଃସୃତ ଅଭିବ୍ୟକ୍ତି ଓ ଚିନ୍ତାଧାରା ଯେତେବେଳେ ପରିପ୍ରକାଶ କରିବାକୁ ମାଧ୍ୟମ ଖୋଜେ, ତେବେ କଲମର ମୁନ ଏକ ପ୍ରତ୍ୟେକ୍ଷ ବନ୍ଧୁ ସାଜି, ସେହି ଚିନ୍ତାଧାରାକୁ କବିତାର ରୂପ ଦେଇ ଜନ ମାନସରେ ବିଦିତ କରିଥାଏ । ଠିକ୍ ସେହିପରି ଆମ ପୁସ୍ତକ "ବିବିଧ ବର୍ଣ୍ଣାଳୀ" ରେ ସାରସତ୍ଵ କବି ମାନଙ୍କର କଳ୍ପନା ବାସ୍ତବତା ରୂପ ଧାରଣ କରି, ଜୀବନ ଶୈଳୀ ର ଚିନ୍ତା ଓ ଚେତନାକୁ ପରିବ୍ୟାପ୍ତ କରି ପାରିଛି । ତାଙ୍କର ଅକ୍ଲାନ୍ତ ଶ୍ରମ ଏହି ପୁସ୍ତକରେ କବିତା ଆକାରରେ ଆଦୃତ ହେବ ବୋଲି ଆଶା । ସେ ସାରସ୍ଵତ ସାଧକ ମାନେ ହେଲେସ୍ନେହାଶିଷ ସାମନ୍ତରାୟ - ଚିତ୍ତ ରଂଜନ ଭଞ୍ଜ - ସୌମ୍ୟ ରଂଜନ ପାଳ - ବନାଲୀ ଦାଶ - ଚିତ୍ତ ରଂଜନ ସାହୁ - ଡକ୍ଟର ବିମଳ ଚନ୍ଦ୍ର ମହାପାତ୍ର - ସରୋଜଲକ୍ଷ୍ମୀ ମହାନ୍ତି - ମହେନ୍ଦ୍ର କୁମାର ସ୍ୱାଇଁ - ତପସ୍ଵିନୀ ତ୍ରିପାଠୀ - ସୁଜାତା ମହାରଣା - ପ୍ରଜ୍ଞା ପରମିତା ସ୍ୱାଇଁ - ସଞ୍ଜୟ କୁମାର ମିଶ୍ର -ଗୀତାଞ୍ଜଳି ପୂଜାପଣ୍ଡା - ସୁଲୋଚନା ବେହେରା - ଅନିଲ୍ କୁମାର - ଚୈତନ୍ୟ ରଣା - ଅନ୍ତର୍ଯ୍ୟାମୀ ସାହୁ - ଡକ୍ଟର ମଞ୍ଜୁବାଳା ପଣ୍ଡା - ସ୍ୱର୍ଣ୍ଣପ୍ରିୟା ବେହେରା - ମହାପ୍ରସାଦ ଅଭିଷେକ ପଣ୍ଡା
Currently there are no reviews available for this book.
Be the first one to write a review for the book BIBIDHA BARNALI.