You can access the distribution details by navigating to My Print Books(POD) > Distribution
ଯଦି କେବେ ବୁଝିପାରିବ ତେବେ ଏତିକି ଯେ ସମୟ ସହ ଆମେ ସାମୟିକ ହେଇଗଲେ , ତୁମେ ମୁଁ ଆଉ ଆମ ଭିତରେ ଥିବା ଅନେକ ଦୂରତା ଭିତରେ ଆମେ ଦୂରେଇଗଲେ , କିଛିଟା ହସ ଆଉ ଅନେକ ଲୁହ ସହ ଥିବା ମୋର ଏହି ଅବୁଝା ଅତୀତ | ହଷ୍ଟେଲ ର କୋଠରୀ ଭିତରେ ଥାଇ ଆକ୍ଷରିକ କରିପାରିଥିବା କିଛିଟା ଭାବନା | ଯଦି ରହିଯିବ ଜାଣି ନେବି ଭୁଇଗଲ ଅନ୍ୟଥା ଯାହାସବୁ ଥିଲା ଆମ ଭିତରେ ଅଗଣିତ ଶୂନ୍ୟତା ଆଉ ସମୟ ର ବାହାନା |
Currently there are no reviews available for this book.
Be the first one to write a review for the book ଶୁନ୍ୟତା.