(5.00 out of 5)
Write your thoughts about this book.
ଅଭିଶପ୍ତ ଦ୍ଵାରପାଳ ଲେଖକଙ୍କର ଚାରିବର୍ଷ ସାଧନାର ଫଳ। ଭାଷା ଓ ଭାବର ସୁନ୍ଦର ସମନ୍ଵୟ। ଆସନ୍ତା ପିଢୀ ପାଇଁ ସାଇତିବା ଯୋଗ୍ୟ ଗ୍ରନ୍ଥ।
ପ୍ରହଲ୍ଲାଦ କଥା ଏବଂ ରାମାୟଣର ଅତ୍ୟନ୍ତ ଭାବବିହ୍ଵଳକାରୀ ବର୍ଣ୍ଣନା। ଷଡ଼ରସରେ ପ୍ଲାବିତ ଭାଷାର ଯାଦୁକରୀ ମନମୁଗ୍ଧକର। ସୁନ୍ଦର ଓଡିଶୀ ପଟଚିତ୍ରର ସମାବେଶ ପୁସ୍ତକଟିକୁ ଆକର୍ଷକ କରି ଗଢ଼ିଛି। ଲେଖକଙ୍କୁ ଅଭିନନ୍ଦନ। ଜୟ ଶ୍ରୀରାମ!
To write a review, please login to your Pothi.com account.
ଆକର୍ଷଣୀୟ ପୌରାଣିକ ଗାଥାର ହୃଦୟସ୍ପର୍ଶୀ ଉପସ୍ଥାପନା
ଅଭିଶପ୍ତ ଦ୍ଵାରପାଳ ଲେଖକଙ୍କର ଚାରିବର୍ଷ ସାଧନାର ଫଳ। ଭାଷା ଓ ଭାବର ସୁନ୍ଦର ସମନ୍ଵୟ। ଆସନ୍ତା ପିଢୀ ପାଇଁ ସାଇତିବା ଯୋଗ୍ୟ ଗ୍ରନ୍ଥ।