Ratings & Reviews

Abhishapta Dwarapala, Volume-I (Odia)

Abhishapta Dwarapala, Volume-I (Odia)

(5.00 out of 5)

Review This Book

Write your thoughts about this book.

2 Customer Reviews

Showing 2 out of 2
Pankpankajinimishra55@gmail.com 3 years, 9 months ago

ଆକର୍ଷଣୀୟ ପୌରାଣିକ ଗାଥାର ହୃଦୟସ୍ପର୍ଶୀ ଉପସ୍ଥାପନା

ଅଭିଶପ୍ତ ଦ୍ଵାରପାଳ ଲେଖକଙ୍କର ଚାରିବର୍ଷ ସାଧନାର ଫଳ। ଭାଷା ଓ ଭାବର ସୁନ୍ଦର ସମନ୍ଵୟ। ଆସନ୍ତା ପିଢୀ ପାଇଁ ସାଇତିବା ଯୋଗ୍ୟ ଗ୍ରନ୍ଥ।

shubhransu@hotmail.com 3 years, 9 months ago

ଜୟ ଶ୍ରୀରାମ!

ପ୍ରହଲ୍ଲାଦ କଥା ଏବଂ ରାମାୟଣର ଅତ୍ୟନ୍ତ ଭାବବିହ୍ଵଳକାରୀ ବର୍ଣ୍ଣନା। ଷଡ଼ରସରେ ପ୍ଲାବିତ ଭାଷାର ଯାଦୁକରୀ ମନମୁଗ୍ଧକର। ସୁନ୍ଦର ଓଡିଶୀ ପଟଚିତ୍ରର ସମାବେଶ ପୁସ୍ତକଟିକୁ ଆକର୍ଷକ କରି ଗଢ଼ିଛି। ଲେଖକଙ୍କୁ ଅଭିନନ୍ଦନ। ଜୟ ଶ୍ରୀରାମ!