You can access the distribution details by navigating to My Print Books(POD) > Distribution

Add a Review
Type: Print Book
Genre: Poetry
Language: Oriya
Price: ₹180 + shipping
Price: ₹180 + shipping
Dispatched in 5-7 business days.
Shipping Time Extra

Description

ହୋଇଛି।କବିତା ସଙ୍କଳନ 'ନିବେଦନ' ରେ କେତେକ କବିତା ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି। ଅଳ୍ପ କିଛି କବିତା, ଆମ ଧାର୍ମିକ ପରମ୍ପରା ଓ ଗୌରବମୟ ସଂସ୍କୃତି ସହିତ ଜଡ଼ିତ।

About the Author

ମୁଁ, ଭଦ୍ରକ ଜିଲ୍ଳା ନିବାସୀ ଶ୍ରୀ ବାବାଜୀ ଚରଣ ଦାସ, ଓଡ଼ିଶା ସରକାର ଙ୍କ ସ୍ଵତନ୍ତ୍ର ଶାସନ ସଚିବ ଭାବେ ଓଡ଼ିଶା ପ୍ରଶାସନିକ ସେବା ନିବୃତ ହୋଇ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରି ଅଦ୍ୟାବଧି କେତେକ ପ୍ରକାଶିତ ଓ କେତେକ ଅପ୍ରକାଶିତ ପୁସ୍ତକ ରଚନା କରିଛି। ଅବସରର କିଛି ଦିନ ପରେ ପ୍ରଥମେ ପ୍ରଥମେ କିଛି କବିତା,ପ୍ରବନ୍ଧ ଓ ଗଦ୍ୟ ସାହିତ୍ୟ ଲେଖି ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ମାନଙ୍କରେ ଅଂଶଗ୍ରହଣ କରୁଥିଲି। ଅନେକ ସାହିତ୍ୟିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି।

ଏହି କବିତା ସଙ୍କଳନ 'ନିବେଦନ' ପୂର୍ବରୁ ମୋର ଦୁଇଟି ପୁସ୍ତକ 'ଆମ ପରମ୍ପରା ଓ ଐତିହ୍ଯ' ପ୍ରଥମ ଭାଗ ଓ 'ଓଡିଆ ସାହିତ୍ୟର ଯଶସ୍ଵୀ ସ୍ରଷ୍ଟା' ଭାରତୀ ପବ୍ଲିକେଶନ, କୋଲକାତା ଦ୍ଵାରା ଗତବର୍ଷ ପ୍ରକାଶିତ ହୋଇଛି।

Book Details

ISBN: 9789360391225
Publisher: Babaji Charan Das
Number of Pages: 106
Dimensions: 5.5"x8.5"
Interior Pages: B&W
Binding: Paperback (Perfect Binding)
Availability: In Stock (Print on Demand)

Ratings & Reviews

Nibedana

Nibedana

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book Nibedana.

Other Books in Poetry

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.