You can access the distribution details by navigating to My Print Books(POD) > Distribution

Add a Review

ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ: ଭାରତୀୟ ଶିକ୍ଷା ପଦ୍ଧତ୍ତି

Dr. Antarjeeta Nayak
Type: Print Book
Genre: Education & Language
Language: Oriya
Price: ₹193 + shipping
Price: ₹193 + shipping
Dispatched in 5-7 business days.
Shipping Time Extra

Description

"ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ : ଭାରତୀୟ ଶିକ୍ଷା ପଦ୍ଧତି " ଲେଖିକାଙ୍କର ଓଡ଼ିଆ ଭାଷାରେ ଦ୍ୱିତୀୟ ପୁସ୍ତକ I ଆମର ପ୍ରଚଳିତ ଶିକ୍ଷା ପଦ୍ଧତି କିପରି ଯନ୍ତ୍ରମାନବ ତିଆରି କରିବାରେ ବ୍ୟସ୍ତ ହୋଇ ମାନବସୁଲଭ ଗୁଣ କୁ ଭୁଲି ନିଜକୁ ସଂକୁଚିତ କରିଚାଲିଛି, ସେ ସମ୍ପର୍କରେ ଏହି ବହିରେ ଦଶଟି ମର୍ମସ୍ପର୍ଶୀ ପ୍ରବନ୍ଧ ରହିଛି I ପାଠକ ମାନେ ବିଶେଷ କରି ଶିକ୍ଷା ସହିତ ଜଡିତ ଯେକୌଣସି ବ୍ୟକ୍ତିବିଶେଷ କିପରି ଶିକ୍ଷାର ବ୍ୟାପକତାକୁ ହୃଦୟଙ୍ଗମ କରିପାରିବେ, ଏହି ଲକ୍ଷ ନେଇ ଲେଖିକା ଆଶାବାଦୀ I

About the Author

ଡଃ.ଅନ୍ତର୍ଜିତା ନାୟକ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ,ରାଉରକେଲାରୁ ଅର୍ଥନୀତିରେ ପି.ଏଚ.ଡି. ଲାଭ କରି ସମାଜ ବିଜ୍ଞାନରେ ଗବେଷଣା ତଥା ଶିକ୍ଷାଦାନ କରିବା ସମୟରେ ସମାଜରେ ଘଟୁଥିବା ଆର୍ଥିକ ଏବଂ ସାମାଜିକ ବୈଷମ୍ୟକୁ ବେଶ ନିକଟରୁ ଦେଖିପାରିଥିଲେ I ବିଶେଷକରି, ମହିଳା ଏବଂ ଶିଶୁ ମାନଙ୍କର ଦୂରାବସ୍ଥା ତାଙ୍କର ମନକୁ ଆନ୍ଦୋଳିତ କରିଥିଲା I ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ମହିଳା ଓ ଶିଶୁ ବିକାଶ ଦ୍ୱାରା ଆର୍ଥିକ ଏବଂ ସାମାଜିକ ବୈଷମ୍ୟକୁ ଦୂର କରିବା ଦିଗରେ ଡଃ. ନାୟକ "ଅଭିବ୍ୟକ୍ତି ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ଫାଉଣ୍ଡେସନ" ପ୍ରତିଷ୍ଠିତ କରି ଏହି ଦିଗରେ ଅନେକ ଜନମଙ୍ଗଳ କାର୍ଯ୍ୟ କରୁଛନ୍ତି I ଲେଖାଲେଖିରେ ସଉକ ରଖିଥିବା ଡଃ. ନାୟକଙ୍କର ପୂର୍ବରୁ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି I

Book Details

Number of Pages: 108
Dimensions: 5.5"x8.5"
Interior Pages: B&W
Binding: Paperback (Perfect Binding)
Availability: In Stock (Print on Demand)

Ratings & Reviews

ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ: ଭାରତୀୟ ଶିକ୍ଷା ପଦ୍ଧତ୍ତି

ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ: ଭାରତୀୟ ଶିକ୍ଷା ପଦ୍ଧତ୍ତି

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ: ଭାରତୀୟ ଶିକ୍ଷା ପଦ୍ଧତ୍ତି.

Other Books in Education & Language

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.