Ratings & Reviews

Abhishapta Dwarapala, Volume-II (Odia)

Abhishapta Dwarapala, Volume-II (Odia)

(5.00 out of 5)

Review This Book

Write your thoughts about this book.

3 Customer Reviews

Showing 3 out of 3
Yudhisthir Sahu 2 years, 2 months ago Verified Buyer

REALLY AN AWESOME BOOK

ବହିଟି ପଢ଼ି ବହୁତ୍ ଖୁସି ଲାଗିଲା।ସୁଦୃଶ୍ୟ ବନ୍ଧାଇ ସହିତ ସୁନ୍ଦର୍ ସୁନ୍ଦର୍ ଅକ୍ଷର ରେଛପା ହୋଇ ପୁସ୍ତକଟି ଅତି ସୁନ୍ଦର୍ ହୋଇଛି।ଉତ୍ତର ପିଢ଼ି ପାଇଁ ଏକ ସଂଗ୍ରହ ଯୋଗ୍ୟ ପୁସ୍ତକ।

drkrupasindhumishra@gmail.com 2 years, 3 months ago

Abhishapta Dwarapala (ଅଭିଶପ୍ତ ଦ୍ଵାରପାଳ) Volume II (ଦ୍ଵିତୀୟ ଖଣ୍ଡ)

ଶ୍ରୀକୃଷ୍ଣ ଲୀଳାର ବିଷୟବସ୍ତୁ ସର୍ବଜନ ବିଦିତ। ଏହାର ବିଭିନ୍ନ ବିଷୟକୁ ଆଧାର କରି ସହସ୍ର ସଂଖ୍ୟାରେ ଗଳ୍ପ, ଉପନ୍ୟାସ ଏବଂ କବିତାମାନ ରଚିତ ହୋଇଛି। କିନ୍ତୁ ଗଦ୍ୟ ରୂପରେ ଲିଖିତ ଏହି ପୌରାଣିକ ଗାଥା ଆପଣଙ୍କୁ ଭିନ୍ନ ଏକ ସ୍ଵାଦ ପରିବେଷଣ କରିବ ବୋଲି ମୋର ଆଶା। ଆପଣ ଅନେକ ଅଜଣା ପୌରାଣିକ ତଥ୍ୟ ଏଥିରୁ ପ୍ରାପ୍ତ ହେବେ ବୋଲି ମୋର ବିଶ୍ଵାସ।

shubhransu@hotmail.com 2 years, 3 months ago

ଅଭିଶପ୍ତ ଦ୍ଵାରପାଳ

ଅଭିଶପ୍ତ ଦ୍ଵାରପାଳର ପ୍ରଥମ ଖଣ୍ଡ ପଢିଲା ପରେ, ଦ୍ଵିତୀୟ ଖଣ୍ଡ ନ ପଢି ରହିହେବ ନାହିଁ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପୁସ୍ତକଟି ସମ୍ପୂର୍ଣ୍ଣ ଏକ ବର୍ଷ ଅବଧ୍ୟ ପରେ ପ୍ରକାଶିତ ହେଲା। ସଚିତ୍ର ଶ୍ରୀକୃଷ୍ଣ ଲୀଳା ସହିତ ଅଭିଶପ୍ତ ଜୟ ବିଜୟଙ୍କର ତୃତୀୟ ଅବତାର ଶିଶୁପାଳ-ଦନ୍ତବକ୍ର ନିଧନ ପର୍ଯ୍ୟନ୍ତ ଚିତ୍ତାକର୍ଷକ କାହାଣୀ ଲେଖକଙ୍କ ଲେଖନୀରେ ଜୀବନ୍ତ ହୋଇଛି। ଷଡରସ ସମୃଦ୍ଧ ଏହି ବର୍ଣ୍ଣନା ପଠନରେ ପାଠକ ଭକ୍ତିରସ ସହିତ ସେହି ଅନନ୍ତ ଲୀଳାମୟଙ୍କର ପ୍ରେମରେ ଉବୁଟୁବୁ ହେବା ଭଳି ଏହି ସଂରଚନା। ଲେଖକଙ୍କୁ ଧନ୍ୟବାଦ ତଥା ଅନେକ ଅନେକ ଅଭିନନ୍ଦନ।