You can access the distribution details by navigating to My pre-printed books > Distribution

Add a Review

ଅବୁଝା ଏ ମନ (ଦ୍ଵିତୀୟ ଭାଗ) (eBook)

Type: e-book
Genre: Poetry
Language: Oriya
Price: ₹350
(Immediate Access on Full Payment)
Available Formats: PDF

Description

"ଅବୁଝା ଏ ମନ (ଦ୍ଵିତୀୟ ଭାଗ )" ଡ଼ା, ମଧୁମିତା ମୂଳିଆଙ୍କ ଦ୍ବାରା ରଚିତ କ୍ଷୁଦ୍ର-କବିତା ସଂକଳନ "ଅବୁଝା ଏ ମନ" ର ଦ୍ଵିତୀୟ ଭାଗ। ପ୍ରେମ, ପ୍ରଣୟ ଓ ବିରହ ଭାବର ସମାହାରରେ ରଚିତ ଏହି କବିତା ଗୁଡ଼ିକ ଅତ୍ୟନ୍ତ ମନଛୁଆଁ ଓ ପାଠକ ମାନଙ୍କ ନିକଟରେ ବେଶ୍ ଆଦୃତ ହୋଇ ପାରିବ ବୋଲି ଆଶା।

About the Author

ଡ଼ା.ମଧୁମିତା ମୂଳିଆ ଏକା ଧାରରେ ଜଣେ କବିୟତ୍ରୀ, ଔପନ୍ୟାସିକା ଓ କ୍ଷୁଦ୍ରଗଳ୍ପ ଲେଖିକା। ସାମ୍ବାଦିକତା କ୍ଷେତ୍ରରେ ଅନେକ ଅଭିଜ୍ଞତା ହାସଲ କରିଥିବା ଡ଼ଃ ମୂଳିଆଙ୍କର ସମାଜ ଓ ରାଜନୀତି ସମ୍ବନ୍ଧୀୟ ଅନେକ ଲେଖା ପ୍ରକାଶିତ ହୋଇସାରିଛି ଓ ପାଠକ ମହଲରେ ବେଶ୍ ଆଦୃତ ମଧ୍ୟ ହୋଇଛି। ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଡ଼ଃ ମୂଳିଆଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇସାରିଛି।

Book Details

Number of Pages: 37
Availability: Available for Download (e-book)

Ratings & Reviews

ଅବୁଝା ଏ ମନ (ଦ୍ଵିତୀୟ ଭାଗ)

ଅବୁଝା ଏ ମନ (ଦ୍ଵିତୀୟ ଭାଗ)

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ଅବୁଝା ଏ ମନ (ଦ୍ଵିତୀୟ ଭାଗ).

Other Books in Poetry

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.