You can access the distribution details by navigating to My pre-printed books > Distribution

Add a Review

ଶ୍ରୀମଦ ଭାଗବତ ଏକ କଥାନ୍ତର (eBook)

ଦ୍ଵିତୀୟ ସ୍କନ୍ଧ
Type: e-book
Genre: Literature & Fiction, Religion & Spirituality
Language: Oriya
Price: ₹50
(Immediate Access on Full Payment)
Available Formats: PDF

Description

ଏଇ ପୁସ୍ତକ ଟି ପ୍ରକାଶ ପାଇବାକୁ ଥିବା ସମ୍ପୂର୍ଣ୍ଣ ଭାଗବତ ର ଦ୍ଵିତୀୟ ଖଣ୍ଡ | କଥା ଆକାର ରେ ବହି ଟିକୁ ଲେଖା ଯାଇଛି | ଜଗନ୍ନାଥ ଦାସ ଙ୍କ ଓଡ଼ିଆ ପଦ୍ୟାକାର ଭାଗବତ ଏବଂ ସଂସ୍କୃତ ଭାଗବତ ର ହିନ୍ଦୀ ଅନୁବାଦ କୁ ଅବଲମ୍ବନ କରି ଏ ପୁସ୍ତକ ରଚନା କରା ଯାଇଛି | କଥା ଆକାର ରେ ହିଁ ଭାଗବତ ର ଭାବ ଭଲ ଭାବରେ ଉପଲବଧି କରି ହୁଏ |

About the Author

ଲେଖକ ଶ୍ରୀ ଭବାନୀ ଶଙ୍କର ଆଚାର୍ଯ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଅବସର ନେଇଥିବା ଜଣେ ଅଧିକାରୀ | ଚାକିରୀ ରୁ ଅବ୍ୟାହତି ନେବା ପରେ ସେ ସାହିତ୍ୟ ଏବଂ ଦର୍ଶନ କ୍ଷେତ୍ର ରେ କେତେକ ପୁସ୍ତକ ରଚନା କରିଛନ୍ତି | ତାଙ୍କ ରଚିତ ଓଡ଼ିଆ ପୁସ୍ତକ ଗୁଡିକ ପୋଥି.କମ ରେ ଏବଂ ଇଂରାଜୀ ପୁସ୍ତକ ଗୁଡିକ ଅମାଜ଼ନ କେଡ଼ିପି ରେ ଇ ବୁକ ଭାବରେ ଉପଲବଧ |

Book Details

Publisher: pothi.com
Number of Pages: 125
Availability: Available for Download (e-book)

Ratings & Reviews

ଶ୍ରୀମଦ ଭାଗବତ ଏକ କଥାନ୍ତର

ଶ୍ରୀମଦ ଭାଗବତ ଏକ କଥାନ୍ତର

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ଶ୍ରୀମଦ ଭାଗବତ ଏକ କଥାନ୍ତର.

Other Books in Literature & Fiction, Religion & Spirituality

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.