You can access the distribution details by navigating to My pre-printed books > Distribution

Add a Review

BAISHAKHEE RA BALIJHADA (eBook)

Type: e-book
Genre: Literature & Fiction
Language: Oriya
Price: ₹49
(Immediate Access on Full Payment)
Available Formats: PDF

Description

ଜୀବନର ଆରମ୍ଭ ଦୁଃଖ କଷ୍ଟ ଓ ସଂଘର୍ଷ ପୂର୍ଣ୍ଣ । ଜୀବନ ରେ ଅନେକ ବାଲିଝଡ଼ ଆସିଥିଲେ ବି ଆମକୁ ଧୈର୍ଯ୍ୟର ସହିତ ସହିବାକୁ ହେବ । ଆମ କବି କବୟତ୍ରୀ ମାନଙ୍କ ପ୍ରଚେଷ୍ଟା ରେ ବହିଟିଏ – “ବୈଶାଖିର ବାଲିଝଡ ”। ଲେଖା ଗୁଡିକ ଭିତରେ ପ୍ରକୃତିର ବେଭାର ଓ ଗ୍ରାମ୍ୟ ଚିତ୍ର ବେଶ୍ ପରିସ୍ଫୁଟ । ଗାଁର ହର୍ଷ – ବିଶାଦ, ଘଟଣ – ଅଘଟଣ, ପୁନେଇଁ – ପର୍ବ, ଯନିଯାତ୍ରା, ଚାଲିଚଳନ, ଓଷା ବ୍ରତ, ଦିଅଁ ଦେବତା, ସବୁ କିଛି ଲେଖା ଭିତରେ ସ୍ଥାନିତ । ଏମିତି ଏକ ପରିସ୍ଥିତି ଓ ପରିବେଶ ଭିତରେ ଆମର ଏ ବହିର ପ୍ରଥମ ବର୍ଷର ପ୍ରଥମ ସଂକଳନ ହେଲେ ହେଁ, ବେଶ୍ କିଛି ରୁଚିମନ୍ତ ଓ ରୁଚିକର, ଯାହାକୁ ନେଇ ଆମେ ଆଶାବାଦୀ ହେବା ସ୍ୱାଭାବିକ । ଏହି ସୁନ୍ଦର ସୃଷ୍ଟିର ଅଧିକାରୀ - ଦେବବ୍ରତ ବାରିକ - ସ୍ନିଗ୍ଧା ସାମନ୍ତରାୟ - ସାଗର କୁମାର ପରିଡା - ନଗେନ୍ଦ୍ର କୁମାର ରାଉତ - ରଶ୍ମିତା ବେହେରା - ଲୋକନାଥ ସାମଲ - ଦିନେଶ ଅଗ୍ରୱାଲ - ହିମାନ୍ଦ୍ରୀ ମହାନ୍ତ - ଜୟଶ୍ରୀ ମହାନ୍ତି - ଯାଜ୍ଞସେନୀ ବେହେରା - ମନୋରମା ମହାପାତ୍ର - ସନ୍ତୋଷ କୁମାର ସାହୁ - ଦେବେନ୍ଦ୍ର କୁମାର ନାଏକ - ରଶ୍ମିବାଳା ଶତପଥୀ - ରଞ୍ଜିତା ମିଶ୍ରଆପଣମାନଙ୍କ ସହଯୋଗ ଓ ସଦିଚ୍ଛାକୁ ପାଥେୟ କରି ଆଗାମୀ ଦିନରେ ଏହାର କଳେବର ଓ ଶ୍ରୀ ବୃଦ୍ଧି ଘଟୁ । ଏହି ଆଶା ଓ ଭରସା ରଖି ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମତାମତ ଅପେକ୍ଷାରେ ରହିଲୁ ପରବର୍ତ୍ତୀ ପ୍ରକାଶନୀ ପର୍ଯ୍ୟନ୍ତ

Book Details

ISBN: 9788195026302
Publisher: INKWORLD PUBLICATION
Number of Pages: 155
Availability: Available for Download (e-book)

Ratings & Reviews

BAISHAKHEE RA BALIJHADA

BAISHAKHEE RA BALIJHADA

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book BAISHAKHEE RA BALIJHADA.

Other Books in Literature & Fiction

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.