You can access the distribution details by navigating to My pre-printed books > Distribution

Add a Review

PREMA O JIBANA (eBook)

Type: e-book
Genre: Literature & Fiction
Language: Oriya
Price: ₹49
(Immediate Access on Full Payment)
Available Formats: PDF

Description

ଡ଼ଃ ଦିପ୍ତିରଞ୍ଜନ ବେହେରା ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟ, ଜମାଇକାରେ ଗଣିତ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ । ସେ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ବେଣ୍ଟପଦା ଗ୍ରାମରେ ୧୯୮୮ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲାଟିଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅହେତୁକ ରୁଚି ରଖୁଥିବା ଡ଼ଃ ବେହେରା ନିଜର ମନର ଭାବନାକୁ ଶବ୍ଦ ମାଧ୍ୟ୍ୟମରେ ପ୍ରକାଶ କରିବାର ପ୍ରଥମଥର ସୁଯୋଗ ପାଆନ୍ତି ବାଙ୍କୀ ମହାବିଦ୍ୟାଳୟରେ ପଢିବା ସମୟରେ । ତାପରଠାରୁ ଅଦ୍ୟାବଧି ସେ ବିଶେଷ କରି କବିତା ମାଧ୍ୟମରେ ସାହିତ୍ୟ ସାଧନା କରିବାର ପ୍ରୟାସରେ ଅନବରତ ଭାବେ ନିଜକୁ ଲିପ୍ତ ରଖିଛନ୍ତି । ସରଳ ଭାଷାରେ ନିଜର କୃତିକୁ ସାଧାରଣ ପାଠକ ମାନଙ୍କର ନିକଟତର କରାଇବା ପାଇଁ ସେ ସର୍ବଦା ଚେଷ୍ଟିତ । ଓଡ଼ିଆ ସାହିତ୍ୟର ଅବିବୃଦ୍ଧି ନିମନ୍ତେ ସମସ୍ତେ ଅଧିକରୁ ଅଧିକ ରଚନାତ୍ମକ ଲେଖା ପଢିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି । ସମାନ୍ତରାଳ ଭାବରେ ଡ଼ଃ ବେହେରା ନିଜକୁ ଗଣିତ ବିଜ୍ଞାନର ଗବେଷଣାରେ ମଧ୍ୟ ଜଡିତ ରଖିଛନ୍ତି । ତାଙ୍କଦ୍ୱାରା ପ୍ରକାଶିତ ଅନେକ ଗବେଷଣାତ୍ମକ କୃତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ଓ ଅନୁସନ୍ଧାନ ମୂଳକ ପତ୍ରିକାରେ ବିଶେଷ ଭାବରେ ଆଦୃତି ଲାଭକରିଛି ।

Book Details

ISBN: 9788195026333
Publisher: INKWORLD PUBLICATION
Number of Pages: 126
Availability: Available for Download (e-book)

Ratings & Reviews

PREMA O JIBANA

PREMA O JIBANA

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book PREMA O JIBANA.

Other Books in Literature & Fiction

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.