You can access the distribution details by navigating to My pre-printed books > Distribution

Add a Review

ARANYA RA ANTAHSWARA (eBook)

Type: e-book
Genre: Literature & Fiction
Language: Oriya
Price: ₹49
(Immediate Access on Full Payment)
Available Formats: PDF

Description

କ୍ଷଣ ଭଙ୍ଗୁର ଏ ଜୀବନ । ସୀମିତ କାଳ ମଧ୍ୟରେ କିଛି ତୃପ୍ତି ଓ ଗୁଡାଏ ଦରଦୀ ଅନୁଭବ ଯାଯାବର ଭଳି ଅସ୍ଥାୟୀ ବସାବାନ୍ଧନ୍ତି ମନ ଅରଣ୍ୟରେ । ସେଇଥିରୁ ମାନ-ଅଭିମାନ, ବ୍ୟଙ୍ଗ -ବିଦ୍ରୂପ, ଆକାଂକ୍ଷା-ଅଭିଳାଷ, ତୃଷ୍ଣା-ଅବଶୋଷ ର ଫେଣ୍ଟା ଫେଣ୍ଟି ନିର୍ଯ୍ୟାସ ତ ରୂପ ନିଏ ସ୍ରଷ୍ଟାଙ୍କ ଭାବନାରେ । ଜୀବନଟା ଅରଣ୍ୟ ଠାରୁ କୋଉ କମ୍ କି? ଏଠି ଆସୁରିକ ଚେତନାର ହିଂସ୍ର ହେଣ୍ଟାଳ ଶଙ୍କା ଜାତ କରାଏ, ପୁଣି ମଧୁର ବି ଲାଗେ ପ୍ରେମର କୁହୁ କୁହୁ ତାନ । କେତେବେଳେ ଆନନ୍ଦ ର କଳ କଳ ଶବ୍ଦ ମନରେ ଭରିଦିଏ ଶ୍ୟାମଳ ଅନୁରାଗ ତ ଓଁ କାର ଧ୍ଵନି ଜାଗ୍ରତ କରାଏ ନୈସର୍ଗିକ ବାସନା । ଏ ସମସ୍ତଙ୍କୁ ବାନ୍ଧି ରଖିବା, ଅଭିବ୍ୟଞ୍ଜିତ କରିବା ଓ ଲୋଚନକୁ ଆଣିବାର ଏକ ସୁନ୍ଦର ପ୍ରୟାସର ଫଳ ଏହି “ଅରଣ୍ୟର ଅନ୍ତଃସ୍ଵର” । ଯେଉଁ ମହାନ୍ ସାରସ୍ଵତ ସାଧକଙ୍କ ତପସ୍ୟାର ଫଳକୁ ନେଇ ଆଜି ଏ ପୁସ୍ତକ ତାର କଳେବର ବୃଦ୍ଧି କରିପାରିଛି, ସେହି କାଳ ଜୟୀ ସ୍ରଷ୍ଟା ମାନେ ହେଲେ:-ଶ୍ରୀଯୁକ୍ତ ନିତ୍ୟାନନ୍ଦ ନନ୍ଦୀ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶ୍ରୀମତୀ ଆରତୀ ସାହୁ, ଶ୍ରୀମତୀ ସୁନିତା ପ୍ରଧାନ, ଶ୍ରୀଯୁକ୍ତ ବିମ୍ଵାଧର ମହାପାତ୍ର, ଶ୍ରୀଯୁକ୍ତ ଅଶୋକ ଷଡଙ୍ଗୀ, ଶ୍ରୀଯୁକ୍ତ ହେମନ୍ତ କୁମାର ଘୋଷାଲ୍,ଶ୍ରୀଯୁକ୍ତ ଲୋକନାଥ ପୁହାଣ, ଶ୍ରୀମାନ୍ ଦେବ ମଲହୋତ୍ରା, ଶ୍ରୀମତୀ ଜୟନ୍ତୀ ଜେନା, ଶ୍ରୀଯୁକ୍ତ ବନବିହାରୀ ମିଶ୍ର, ଶ୍ରୀମତୀ କନକ ମଞ୍ଜରୀ ସାହୁ, ଶ୍ରୀଯୁକ୍ତ ସୌମ୍ୟ ରଂଜନ ଖଟୁଆ, ସୁଶ୍ରୀ ଜ୍ୟୋତିର୍ମୟୀ ସାହୁ, ଏବଂ ଶ୍ରୀମତୀ ମୋନାଲିସା ଭଂଜ

Book Details

ISBN: 9788195026364
Publisher: INKWORLD PUBLICATION
Number of Pages: 217
Availability: Available for Download (e-book)

Ratings & Reviews

ARANYA RA ANTAHSWARA

ARANYA RA ANTAHSWARA

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ARANYA RA ANTAHSWARA.

Other Books in Literature & Fiction

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.