You can access the distribution details by navigating to My pre-printed books > Distribution
This book Abhaabar Anubhuti ଅଭାବର ଅନୁଭୂତି ) is a memoir covering interesting anecdotes and historical facts of the rural areas of coastal Odisha. It also presents author's experience as a teacher and as a researcher.
First introductory paragraph (excerpts from the book):
ମନେ ପଡୁଛି, ସେକାଳର ଆମ ପିଲାଦିନର କଥା, ଷାଠିଏ-ସତୁରୀ ଦଶକର କଥା (1960-1970) । ମୋ/ ଆମ ସ୍କୁଲ ଯିବା ବେଳର, ସେକାଳର କଥା । ମୋ ଗାଁ କଥା, ବିଲ ତୋଟାମାଳ ଦେଇ ବର୍ଷାଦିନେ ଚାଲି ଚାଲି ସ୍କୁଲ ଯିବା ବେଳର କଥା, ଶ୍ରାବଣ-ଭାଦ୍ରବର ଏମିତିଆ ଝଡି-ବର୍ଷା-ପାଗ ଦିନର କଥା...। ସକାଳୁ ସକାଳୁ ମା’ (ବୋଉ) ତର ତରରେ ରାନ୍ଧିବା ବେଳର, ସେକାଳର ବିକଳ ଅବସ୍ଥା କଥା ।
Currently there are no reviews available for this book.
Be the first one to write a review for the book Abhaabar Anubhuti ଅଭାବର ଅନୁଭୂତି.