You can access the distribution details by navigating to My pre-printed books > Distribution

Add a Review

MARICHIKA (eBook)

Type: e-book
Genre: Literature & Fiction
Language: Oriya
Price: ₹99
(Immediate Access on Full Payment)
Available Formats: PDF

Description

ମରୀଚିକା! ଏ ନାମ ହିଁ ଧରୁ ଧରୁ ମନ ମଧ୍ୟକୁ ଆସିଯାଏ ଦିଗନ୍ତ ବ୍ୟାପି ବିସ୍ତାରିତ ବାଲୁକା ରାଶି ଆଉ ତୃଷାର୍ତ ପଥିକଟିଏର ଜଳ ସନ୍ଧାନ।ଜଳର ଭ୍ରମରେ ଆଗେଇ ଆଗେଇ ଶେଷରେ ଝୁଣ୍ଟି ପଡେ ମରୀଚିକାର ଦ୍ୱାରାଦେଶରେ। ମାତ୍ର ଏ ମରୀଚିକା ସେ ନୈରାଶ୍ୟ ଖେଳାଉଥିବା ମରୀଚିକା ନୁହେଁ।ବର୍ତ୍ତମାନର ବନ୍ଦ୍ ପୃଥିବୀ ମଧ୍ୟରେ ଲେଖନୀ ଚାଳନା କରି ଜୀବନରେ କ୍ଷଣ ରଙ୍ଗ ଭରିବାର ଲକ୍ଷ ନେଇ ଆଗେଇ ଆସିଛି ମରୀଚିକା। ଗଳ୍ପ, କବିତା, ପ୍ରବନ୍ଧ ଆଦି ଦିଗରେ ଭିନ୍ନ ଭିନ୍ନ ଚିନ୍ତାଧାରା ସହ ଭିନ୍ନ ଭିନ୍ନ ଧରଣର ଲେଖକ ଲେଖିକାଙ୍କ ଲେଖନୀରୁ ସମ୍ପୂର୍ଣ୍ଣତାର ପରିଚୟ ପାଇଅଛି ପୁସ୍ତକ ମରୀଚିକା।

Book Details

ISBN: 9788194869689
Publisher: BOOK-O-PEDIA PUBLICATION
Number of Pages: 204
Availability: Available for Download (e-book)

Ratings & Reviews

MARICHIKA

MARICHIKA

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book MARICHIKA.

Other Books in Literature & Fiction

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.