You can access the distribution details by navigating to My Print Books(POD) > Distribution
ଉପନ୍ୟାସ: ଅନାହତ ପ୍ରେମ (ଏକ ଅକୁହା ଆରାଧନା ର କାହାଣୀ)
ବିବାହ ବିଚ୍ଛେଦର ୩ ବର୍ଷ ପରେ, ମ୍ୟାଟ୍ରିମୋନି ସାଇଟ୍ରେ ଆସିଷ୍ଟାଣ୍ଟ ପ୍ରୋଫେସର ସୁରଭି ଏବଂ ବ୍ୟାଙ୍କର ସୌରଭଙ୍କର ମିଳନ ହୁଏ। ବହି ଓ ଗଛଲତା ପ୍ରତି ସମାନ ଆଗ୍ରହ, ସରସ୍ୱତୀ ପୂଜାର ଭିଡିଓ କଲ୍ ଏବଂ ସଦୃଶ୍ୟ ସ୍ୱଭାବ ସେମାନଙ୍କୁ ଆତ୍ମାର ସାଥୀ (Soulmate) କରିଦିଏ। କିନ୍ତୁ ଅତୀତର ଗଭୀର କ୍ଷତ ଓ ଝିଅକୁ ନଦେଖିବାର ଯନ୍ତ୍ରଣା ଯୋଗୁଁ ସୌରଭ ହଠାତ୍ ନୀରବ ହୋଇଯାଏ। ସୁରଭି ନିଜ ବାଲକୋନିର ଲାଲ୍ ଗୋଲାପ ଗଛ ସହ କଥା ହୋଇ ସୌରଭ ପାଇଁ କବିତା ବହିଟିଏ ଲେଖି ପ୍ରକାଶ କରେ। ଶେଷରେ, ଯୋଗ ଓ ଧ୍ୟାନ ବଳରେ ସୁରଭି ଆଶାହୀନ, ଅସୀମ ପ୍ରେମକୁ ନିଜ ଜୀବନର ପବିତ୍ର ଆରାଧନା କରିନିଏ।
Currently there are no reviews available for this book.
Be the first one to write a review for the book Anahata prema.