You can access the distribution details by navigating to My Print Books(POD) > Distribution
''ମୋ ନୀରବ ଚିତ୍କାର'' କେବଳ ଏକ ପୁସ୍ତକ ନୁହେଁ, ଏହା ଜଣେ ନାରୀର ନୀରବ ବେଦନା, ସଂଘର୍ଷ, ଭାଙ୍ଗିଯାଇଥିବା ସ୍ୱପ୍ନ ଓ ପୁଣିଥରେ ଉଠି ଠିଆ ହେବାର କାହାଣୀ। ଏହି ପୁସ୍ତକର ପ୍ରତ୍ୟେକ ପୃଷ୍ଠାରେ ଲୁଚିରହିଛି ଜୀବନର କିଛି କଠିନ ସତ୍ୟ, ସମ୍ପର୍କର ତିକ୍ତ ଅନୁଭବ ଓ ଆଶାର ନୂଆ ଆଲୋକ। ଯେଉଁମାନେ ଜୀବନରେ କେବେ ନା କେବେ ନିଜ ଭିତରର ଚିତ୍କାରକୁ ନୀରବତାରେ ଲୁଚାଇଛନ୍ତି, ସେମାନେ ଏହି ପୁସ୍ତକରେ ନିଜକୁ ଖୋଜିପାରିବେ।
Currently there are no reviews available for this book.
Be the first one to write a review for the book ମୋ ନିରବ ଚିତ୍କାର.