You can access the distribution details by navigating to My Print Books(POD) > Distribution
"ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ : ଭାରତୀୟ ଶିକ୍ଷା ପଦ୍ଧତି " ଲେଖିକାଙ୍କର ଓଡ଼ିଆ ଭାଷାରେ ଦ୍ୱିତୀୟ ପୁସ୍ତକ I ଆମର ପ୍ରଚଳିତ ଶିକ୍ଷା ପଦ୍ଧତି କିପରି ଯନ୍ତ୍ରମାନବ ତିଆରି କରିବାରେ ବ୍ୟସ୍ତ ହୋଇ ମାନବସୁଲଭ ଗୁଣ କୁ ଭୁଲି ନିଜକୁ ସଂକୁଚିତ କରିଚାଲିଛି, ସେ ସମ୍ପର୍କରେ ଏହି ବହିରେ ଦଶଟି ମର୍ମସ୍ପର୍ଶୀ ପ୍ରବନ୍ଧ ରହିଛି I ପାଠକ ମାନେ ବିଶେଷ କରି ଶିକ୍ଷା ସହିତ ଜଡିତ ଯେକୌଣସି ବ୍ୟକ୍ତିବିଶେଷ କିପରି ଶିକ୍ଷାର ବ୍ୟାପକତାକୁ ହୃଦୟଙ୍ଗମ କରିପାରିବେ, ଏହି ଲକ୍ଷ ନେଇ ଲେଖିକା ଆଶାବାଦୀ I
Currently there are no reviews available for this book.
Be the first one to write a review for the book ପରୀକ୍ଷାରେ ପରୀକ୍ଷାର ମୂଲ୍ୟାଙ୍କନ: ଭାରତୀୟ ଶିକ୍ଷା ପଦ୍ଧତ୍ତି.