You can access the distribution details by navigating to My pre-printed books > Distribution
"ଅବୁଝା ଏ ମନ (ଦ୍ଵିତୀୟ ଭାଗ )" ଡ଼ା, ମଧୁମିତା ମୂଳିଆଙ୍କ ଦ୍ବାରା ରଚିତ କ୍ଷୁଦ୍ର-କବିତା ସଂକଳନ "ଅବୁଝା ଏ ମନ" ର ଦ୍ଵିତୀୟ ଭାଗ। ପ୍ରେମ, ପ୍ରଣୟ ଓ ବିରହ ଭାବର ସମାହାରରେ ରଚିତ ଏହି କବିତା ଗୁଡ଼ିକ ଅତ୍ୟନ୍ତ ମନଛୁଆଁ ଓ ପାଠକ ମାନଙ୍କ ନିକଟରେ ବେଶ୍ ଆଦୃତ ହୋଇ ପାରିବ ବୋଲି ଆଶା।
Currently there are no reviews available for this book.
Be the first one to write a review for the book ଅବୁଝା ଏ ମନ (ଦ୍ଵିତୀୟ ଭାଗ).