You can access the distribution details by navigating to My Print Books(POD) > Distribution

Add a Review

ଜ୍ୟାମିତି (Geometry) : ତ୍ରିଭୁଜ ଓ ସର୍ବସମତା ( Triangle and Congruence)

Part 2
Swati and Santosh
Type: Print Book
Genre: Education & Language, Mathematics
Language: Oriya
Price: ₹298 + shipping
Price: ₹298 + shipping
Dispatched in 5-7 business days.
Shipping Time Extra

Description

ଜ୍ୟାମିତି: ତ୍ରିଭୁଜ ଓ ସର୍ବସମତା (ଭାଗ ୨)
ପ୍ରମାଣ ପଥେ ଶୃଙ୍ଖଳାର ଏକ ଭାଗ
ସ୍ୱାତୀ ଏବଂ ସନ୍ତୋଷ
ଜ୍ୟାମିତି କେବଳ ଚିତ୍ର ଆଙ୍କିବା ନୁହେଁ, ଏହା ଯୁକ୍ତି ଦ୍ୱାରା ସତ୍ୟକୁ ପ୍ରମାଣ କରିବାର କଳା। ଏହି ପୁସ୍ତକରେ ତ୍ରିଭୁଜର ସଂଜ୍ଞା, ଅଂଶ ଓ ପ୍ରକାରରୁ ଆରମ୍ଭ କରି କୋଣ ସମଷ୍ଟି ଗୁଣଧର୍ମ, ବହିଃକୋଣ ଉପପାଦ୍ୟ, ସମଦ୍ୱିବାହୁ ଓ ସମବାହୁ ତ୍ରିଭୁଜର ଉପପାଦ୍ୟ ଓ ପ୍ରତିଲୋମ ଉପପାଦ୍ୟ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବୁଝାଯାଇଛି।
ପୁସ୍ତକର କେନ୍ଦ୍ରବିନ୍ଦୁ ସର୍ବସମତା। ବା-ବା-ବା, ବା-କୋ-ବା, କୋ-ବା-କୋ, ସ-କ-ବା ନିୟମର ତାର୍କିକ ପ୍ରମାଣ, AAA କାହିଁକି ନିୟମ ନୁହେଁ, CPCT ର ପ୍ରୟୋଗ, ଏବଂ ମଧ୍ୟମା, ଉଚ୍ଚତା, ସମଦ୍ୱିଭାଜକ, ପରିକେନ୍ଦ୍ର, ଅନ୍ତଃକେନ୍ଦ୍ର ଓ ଭରକେନ୍ଦ୍ରର ଧାରଣା ଏଥିରେ ଅଛି।

ବିଶେଷତ୍ୱ:
ପ୍ରତ୍ୟେକ ଅଧ୍ୟାୟରେ ପୂର୍ବଜ୍ଞାନ ଓ ଶିକ୍ଷଣ ଉଦ୍ଦେଶ୍ୟ
ସ୍ପଷ୍ଟ ଚିତ୍ର ସହିତ ଧାପେ ଧାପେ ପ୍ରମାଣ
ସଂଖ୍ୟାତ୍ମକ ଓ ବହୁବିକଳ୍ପ ପ୍ରଶ୍ନ ଦ୍ୱାରା ଅଭ୍ୟାସ
ତାର୍କିକ ଚିନ୍ତନଶକ୍ତିର ବିକାଶ

ପଢ଼ିବା ପୂର୍ବରୁ ଭାଗ ୧ ର ମୌଳିକ ଧାରଣା ଦେଖି ନିଅନ୍ତୁ।

About the Author

ଲେଖକ ପରିଚୟ

ସ୍ୱାତୀ ଜଣେ ସ୍ନାତକୋତ୍ତର ଗଣିତ ଶିକ୍ଷୟିତ୍ରୀ। ଗଣିତକୁ ସରଳ ଭାଷାରେ, ଧାପେ ଧାପେ ବୁଝାଇବା ତାଙ୍କର ଲକ୍ଷ୍ୟ।
ସନ୍ତୋଷ ଜଣେ ଗଣିତ ଶିକ୍ଷକ। ଜ୍ୟାମିତିର ପ୍ରମାଣକୁ ସ୍ପଷ୍ଟ ଓ ସହଜ ଭାବେ ଉପସ୍ଥାପନ କରିବାରେ ତାଙ୍କର ଆଗ୍ରହ।
ଦୁହେଁ ମିଶି ପ୍ରମାଣ ପଥେ ଶୃଙ୍ଖଳାର ଏହି ଜ୍ୟାମିତି ଭାଗ ଲେଖିଛନ୍ତି, ଯେପରି ପ୍ରତ୍ୟେକ ଶିକ୍ଷାର୍ଥୀ ଜ୍ୟାମିତିକୁ ଭୟ ନ କରି, ବୁଝି ଶିଖିପାରିବେ।

Book Details

Publisher: Santosh Behera
Number of Pages: 116
Dimensions: A4
Interior Pages: B&W
Binding: Paperback (Perfect Binding)
Availability: In Stock (Print on Demand)

Ratings & Reviews

ଜ୍ୟାମିତି (Geometry) : ତ୍ରିଭୁଜ ଓ ସର୍ବସମତା ( Triangle and Congruence)

ଜ୍ୟାମିତି (Geometry) : ତ୍ରିଭୁଜ ଓ ସର୍ବସମତା ( Triangle and Congruence)

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ଜ୍ୟାମିତି (Geometry) : ତ୍ରିଭୁଜ ଓ ସର୍ବସମତା ( Triangle and Congruence).

Other Books in Education & Language, Mathematics

BIG DATA
Dr Manjeet Kaur Ratan, Ms. Rakhi Singh Raghav, ...

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.